Video: ଚାଇନାରେ କିଭଳି ହୋଇଥାଏ ରିକ୍ସା, ଦେଖିଲେ ଚକିତ ହେବେ…

ବିଶ୍ୱର ପ୍ରତିଟି ଦେଶର ନିଜ ସଂସ୍କୃତି ଏବଂ ଭାଷା ରହିଛି। ସେଠାକାର ବାସିନ୍ଦାଙ୍କ ଜୀବନ ଜିଇଁବାର ପଦ୍ଧତି ବି ନିଆରା। ଗାଡ଼ି ମୋଟରଠାରୁ ଆରମ୍ଭ କରି ଖାଦ୍ୟପେୟ, ପୋଷାକ ପରିଧାନ ଆଦିରେ ସେସବୁର ଝଲକ ଦେଖିବାକୁ ମିଳେ। ଏଭଳି ଏକ ଘଟଣାକ୍ରମରେ ଚାଇନା ରାସ୍ତାରେ ଗଡ଼ୁଥିବା ରିକ୍ସା ଏବେ ଚର୍ଚ୍ଚାରେ ରହିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାମ୍ନାକୁ ଆସିଥିବା କେଇ ସେକେଣ୍ଡର ଭିଡିଓରେ ରାସ୍ତା ଉପରେ ଜଣେ ବ୍ୟକ୍ତି ଛିଡ଼ା ହୋଇଥିବା ନଜର […] The post Video: ଚାଇନାରେ କିଭଳି ହୋଇଥାଏ ରିକ୍ସା, ଦେଖିଲେ ଚକିତ ହେବେ… appeared first on Dharitri Odia News.

Video: ଚାଇନାରେ କିଭଳି ହୋଇଥାଏ ରିକ୍ସା, ଦେଖିଲେ ଚକିତ ହେବେ…
ବିଶ୍ୱର ପ୍ରତିଟି ଦେଶର ନିଜ ସଂସ୍କୃତି ଏବଂ ଭାଷା ରହିଛି। ସେଠାକାର ବାସିନ୍ଦାଙ୍କ ଜୀବନ ଜିଇଁବାର ପଦ୍ଧତି ବି ନିଆରା। ଗାଡ଼ି ମୋଟରଠାରୁ ଆରମ୍ଭ କରି ଖାଦ୍ୟପେୟ, ପୋଷାକ ପରିଧାନ ଆଦିରେ ସେସବୁର ଝଲକ ଦେଖିବାକୁ ମିଳେ। ଏଭଳି ଏକ ଘଟଣାକ୍ରମରେ ଚାଇନା ରାସ୍ତାରେ ଗଡ଼ୁଥିବା ରିକ୍ସା ଏବେ ଚର୍ଚ୍ଚାରେ ରହିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସାମ୍ନାକୁ ଆସିଥିବା କେଇ ସେକେଣ୍ଡର ଭିଡିଓରେ ରାସ୍ତା ଉପରେ ଜଣେ ବ୍ୟକ୍ତି ଛିଡ଼ା ହୋଇଥିବା ନଜର ଆସୁଛନ୍ତି। ପରେ ସେଠାରେ ଏକ କାର୍‌ ଭଳି ଗାଡ଼ି ପହଞ୍ଚୁଛି। ପଚାରିବାରେ ସେ ରିକ୍ସା ଥିବା ଜଣାପଡ଼ୁଛି। ଏହାକୁ ଦେଖି ଦାମୀ ରିକ୍ସା ମାମଲାରେ ଆମେରିକା ବି ପଛରେ ପଡ଼ିବ ବୋଲି କୁହାଯାଉଛି।
ଦେଖନ୍ତୁ ଭିଡିଓ:

The post Video: ଚାଇନାରେ କିଭଳି ହୋଇଥାଏ ରିକ୍ସା, ଦେଖିଲେ ଚକିତ ହେବେ… appeared first on Dharitri Odia News.