Video: ସିରିଏଲ୍ କିଲର୍, ୧୩ ବର୍ଷରେ ୧୨ଟି ମର୍ଡର

ସିରିଏଲ୍ କିଲର୍ । ୧୩ ବର୍ଷରେ ୧୨ଟି ମର୍ଡର । ସକାଳେ ଟାକ୍ସି ଡ୍ରାଇଭର । ସଂଜରେ ସାଜୁଥିଲା ତାନ୍ତ୍ରିକ । ତନ୍ତ୍ର ବିଦ୍ୟାରେ ଧନ ସଂପତ୍ତି ଚାରି ଗୁଣା କରିଦେବ କହି ପ୍ରଥମେ ଲୋକଙ୍କ ବିଶ୍ୱାସ ଜିତୁଥିଲା । ତାପରେ ତିଆରି କରୁଥିଲା ମର୍ଡର ପ୍ଲାନ୍‌ ।

Video: ସିରିଏଲ୍ କିଲର୍, ୧୩ ବର୍ଷରେ ୧୨ଟି ମର୍ଡର
Array