Vigilance Raid: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...

ଯାଜପୁରର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଉପରେ ଭିଜିଲାନ୍ସ ଯାଞ୍ଚ ବେଳେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା। ଭୀମସେନଙ୍କ ବଙ୍ଗଲା ପରିସରରେ ପାଣି ଫ୍ୟାକ୍ଟ୍ରି ରହିଛି। ତାସହ ଏକ ବଡ଼ ଫର୍ଣ୍ଣିଚର ଫ୍ୟାକ୍ଟ୍ରି ବି ରହିଛି ।

Vigilance Raid: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...
Array