Villagers Stage Road Blockade Over Water Scarcity Problems in Gajapati
#ପାଣି_ପାଇଁ_ରାଜରାସ୍ତାରେ_ଗ୍ରାମବାସୀ ଗଜପତି ଜିଲ୍ଲା ମୋହନା କେଶରା ଗାଁର ଲୋକେ ପାଣି ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗାଁର ପୁରୁଷ ଓ ମହିଳାମାନେ ଗରା ବାଲ୍ଟି ଧରି ରାସ୍ତା ଅବରୋଧ କରିବା ସହ ଧାରଣାରେ ବସିଛନ୍ତି। #WaterProblem
#ପାଣି_ପାଇଁ_ରାଜରାସ୍ତାରେ_ଗ୍ରାମବାସୀ
ଗଜପତି ଜିଲ୍ଲା ମୋହନା କେଶରା ଗାଁର ଲୋକେ ପାଣି ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗାଁର ପୁରୁଷ ଓ ମହିଳାମାନେ ଗରା ବାଲ୍ଟି ଧରି ରାସ୍ତା ଅବରୋଧ କରିବା ସହ ଧାରଣାରେ ବସିଛନ୍ତି।
#WaterProblem