Vinod Kambli:ହସ୍ପିଟାଲ ବେଡରୁ ଗୀତ ଗାଇ ବାର୍ତ୍ତା ଦେଲେ ବିନୋଦ କାମ୍ୱଲି, ମୁଁ ସୁସ୍ଥ ହେଉଛି

ପୂର୍ବତନ କ୍ରିକେଟର୍ ବିନୋଦ କାମ୍ୱଲି ହସ୍ପିଟାଲ୍ ବେଡରୁ ନିଜର ଶୁଭେଚ୍ଛୁ ଓ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଛନ୍ତି । ତାହା ପୁଣି ଗୀତରେ ଗୀତରେ । କହିଛନ୍ତି, ମୁଁ ଧୀରେ ଧୀରେ ସୁସ୍ଥ ହେଉଛି । ସଚିନଙ୍କୁ ଧନ୍ୟବାଦ ।

Vinod Kambli:ହସ୍ପିଟାଲ ବେଡରୁ ଗୀତ ଗାଇ ବାର୍ତ୍ତା ଦେଲେ ବିନୋଦ କାମ୍ୱଲି, ମୁଁ ସୁସ୍ଥ ହେଉଛି
Array