Violence Against Minors in Odisha: ସୀମା ଟପିଲା ବର୍ବରତା, ଖୁଣ୍ଟରେ ବାନ୍ଧି ନାବାଳକଙ୍କୁ ପରିସ୍ରା ପିଆଇଲେ

ପୁରୀ ବଳଙ୍ଗା ଥାନା କୋଟକୋସାଙ୍ଗ ଗାଁରେ ସୀମା ଟପିଲା ବର୍ବରତା। ଦୁଇ ଜଣ ନାବାଳକଙ୍କୁ ଅକଥନୀୟ ନିର୍ଯାତନା ସହିତ ପରିସ୍ରା ପିଆଇଥିବା ନେଇ ଅଭିଯୋଗ ଆସିଛି। ପୁରୀ ଜିଲ୍ଲାର ନିମାପଡାର ବଳଙ୍ଗା ନିକଟସ୍ଥ କୋଟକୋସାଙ୍ଗ ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି।

Violence Against Minors in Odisha: ସୀମା ଟପିଲା ବର୍ବରତା, ଖୁଣ୍ଟରେ ବାନ୍ଧି ନାବାଳକଙ୍କୁ ପରିସ୍ରା ପିଆଇଲେ
Array