Viral Video: ଆସିଥିଲେ ଫ୍ୟାନ୍ ସଜାଡିବାକୁ; ହୋଇଗଲା ପ୍ରେମ, କରିଦେଲେ କନିଆଁ

ଜଣେ ମହିଳା ତାଙ୍କ ଫ୍ୟାନ୍ ମରାମତି କରିବାକୁ ଆସିଥିବା ଜଣେ ଇଲେକ୍ଟ୍ରିସିଆନଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଛନ୍ତି। ଏବେ ଉଭୟଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଏବଂ ଲୋକମାନେ ଏହାକୁ 'ପ୍ରକୃତ ଜୀବନର ବଲିଉଡ୍‌ ପ୍ରେମ କାହାଣୀ' ବୋଲି କହୁଛନ୍ତି।

Viral Video: ଆସିଥିଲେ ଫ୍ୟାନ୍ ସଜାଡିବାକୁ; ହୋଇଗଲା ପ୍ରେମ, କରିଦେଲେ କନିଆଁ
Array