Viral Video: ଇଟା-ସିମେଣ୍ଟରେ ତିଆରି ହେଲା ଆଲିଶାନ୍ ବେଡ୍; ଦେଖିଲେ ଆଶ୍ଚର୍ଯ୍ୟ ହେବେ
ଜଣେ ବ୍ୟକ୍ତି ସିମେଣ୍ଟ ଏବଂ ଇଟାରେ ଏପରି ଏକ ବେଡ୍ ତିଆରି କରିଛନ୍ତି ଯେ ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମ, ଫେସ୍ବୁକ୍ ଏବଂ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମରେ ଖୁବ୍ ଜୋର୍ ଭାଇରାଲ୍ ହେଉଛି। ହଜାର ହଜାର ଲୋକ ଏହାକୁ ପସନ୍ଦ କରୁଛନ୍ତି ଏବଂ ଶେୟାର କରିଛନ୍ତି।