Viral Video: ଗାଁରେ ପଶିଲା ବିରାଟକାୟ ସାପ; ଏକାବେଳେ ଗିଳିଦେବ ୫-୬ ମଣିଷ
ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ସାପର ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଲୋକଙ୍କ ଶ୍ୱାସ ମଧ୍ୟ ଅଟକି ଯାଉଛି। ଖାଲି ଶ୍ୱାସ ଅଟକି ଯିବନି କଲିଜା ମଧ୍ୟ ହଲିଯିବ। ଏହି ଆଶ୍ଚର୍ଯ୍ୟଜନକ ଭାଇରାଲ ଭିଡିଓରେ, ଏକ ବିରାଟ ଅଜଗର ସାପ କାନ୍ଥ ଭାଙ୍ଗି ଭିତରକୁ ପ୍ରବେଶ କରୁଥିବାର ଦେଖାଯାଏ