Viral Video: ଜିପ୍ ଆଗକୁ ପଶିଆସିଲା ବିରାଟକାୟ ବାଘ; ହେବ ପାଖାପାଖି ୧୨ ଫୁଟ୍

କ୍ୟାମେରାରେ କଏଦ ହୋଇଛି ଏକ ବିଶାଳ ବାଘ। ଏହି ବାଘର ଆକାର ଏତେ ବଡ଼ ଯେ ଲୋକମାନେ ଏହାକୁ ସବୁଠାରୁ ବଡ଼ ବାଘ ବୋଲି ଭାବୁଛନ୍ତି। ଭିଡିଓରେ ବାଘକୁ ଏକ ଜିପ୍ ସହିତ ତୁଳନା କରାଯାଇଛି, ଯାହାଦ୍ୱାରା ଏହାର ବିଶାଳତାକୁ ଅନୁମାନ କରାଯାଇପାରିବ।

Viral Video: ଜିପ୍ ଆଗକୁ ପଶିଆସିଲା ବିରାଟକାୟ ବାଘ; ହେବ ପାଖାପାଖି ୧୨ ଫୁଟ୍
Array