Viral Video: ବଡି ବିଲ୍‌ଡର ସାଜିଲେ କନିଆଁ; ବାଇସେପ୍ ଦେଖାଇ ଲୋକଙ୍କୁ କଲେ ତାଜୁବ୍

କନିଆଁ ସାଜିଛନ୍ତି କର୍ଣ୍ଣାଟକର ଜଣେ ବଡି ବିଲ୍‌ଡର। ସେ ଉଭୟ ପରମ୍ପରା ଏବଂ ଶକ୍ତିକୁ ନିଜର କରି ଏକ ସୁନ୍ଦର ହଳଦିଆ ଏବଂ ନୀଳ ରଙ୍ଗର କାଞ୍ଜୀବମ ଶାଢି ପିନ୍ଧି ନିଜ ଫିଟ୍ ଶରୀରକୁ ଶୋ କରିଛନ୍ତି।

Viral Video: ବଡି ବିଲ୍‌ଡର ସାଜିଲେ କନିଆଁ; ବାଇସେପ୍ ଦେଖାଇ ଲୋକଙ୍କୁ କଲେ ତାଜୁବ୍
Array