Viral Video: ରେଳ ଟ୍ରାକ୍ ମଝିରେ କରୁଥିଲେ ରିଲ୍ସ; ଦ୍ରୁତ ଗତିରେ ଆସିଲା ଟ୍ରେନ୍, ଆଉ ତା’ପରେ

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଛୋଟ ଭୁଲ ଯୋଗୁଁ ଝିଅଟିର ଜୀବନ ଚାଲିଯାଇଥାନ୍ତା। ଏପର୍ଯ୍ୟନ୍ତ ଯେଉଁମାନେ ଏହି ଭିଡିଓଟି ଦେଖିଛନ୍ତି ସେମାନେ ଏହାକୁ ବହୁତ ସମାଲୋଚନା କରୁଛନ୍ତି।

Viral Video: ରେଳ ଟ୍ରାକ୍ ମଝିରେ କରୁଥିଲେ ରିଲ୍ସ; ଦ୍ରୁତ ଗତିରେ ଆସିଲା ଟ୍ରେନ୍, ଆଉ ତା’ପରେ
Array