Waqf Amendment Bill 2025: ଲୋକସଭାରେ ପାରିତ ହେଲା ସଂଶୋଧିତ ୱାକଫ୍ ବିଲ୍, ୧୨ ଘଣ୍ଟା ମାରାଥନ ବିତର୍କ ପରେ ପାସ୍ ହେଲା ବିଲ୍

ଲୋକସଭାରେ ପାରିତ ହେଲା ସଂଶୋଧିତ ୱାକଫ୍ ବିଲ୍ । ଗତକାଲି ରାତି ୨ ଟାରେ ବିଲ ଉପରେ ମୋହର ମାରିଲା ଲୋକସଭା । ୧୨ ଘଣ୍ଟା ଧରି ମାରାଥନ ବିତର୍କ ପରେ ପାସ୍ ହେଲା ବିଲ୍।

Waqf Amendment Bill 2025: ଲୋକସଭାରେ ପାରିତ ହେଲା ସଂଶୋଧିତ ୱାକଫ୍ ବିଲ୍, ୧୨ ଘଣ୍ଟା ମାରାଥନ ବିତର୍କ ପରେ ପାସ୍ ହେଲା ବିଲ୍
Array