Waqf Bill Row In BJD: ୱକ୍‌ଫ ବିଲ୍ ପ୍ରସଙ୍ଗରେ ବର୍ଷିଲେ ବିଜୁ ଯୁବ ଜନତା ଦଳ ନେତା, କହିଲେ କିଏ କରିଛନ୍ତି ଡିଲ୍

Deal Allegation:ନବୀନ ପଟ୍ଟନାୟକଙ୍କ ଦୟାରେ ସେମାନେ ରାଜ୍ୟସଭାକୁ ଯାଇଛନ୍ତି । ବିଜେଡିରେ ପତିଆରା ବିସ୍ତାର କରିଛନ୍ତି । ବିଜେଡି ସରକାର କ୍ଷମତାରୁ ଯିବା ପଛରେ ମାନସଙ୍କର ହାତ ଥିବା ଅଭିଯୋଗ କରିଛନ୍ତି ନୀଳମାଧବ । ତାଙ୍କୁ ବହୁତ ଗୁରୁ ଦାୟିତ୍ୱ ନିର୍ବାଚନ ବେଳେ ଦିଆଯାଇଥିଲା । ସେ କଂଗ୍ରେସରୁ ଆସି ଏଠି ଦଲାଲ ସାଜିଥିବା ଅଭିଯୋଗ କରିଛନ୍ତି ନୀଳମାଧବ ।

Waqf Bill Row In BJD: ୱକ୍‌ଫ ବିଲ୍ ପ୍ରସଙ୍ଗରେ ବର୍ଷିଲେ ବିଜୁ ଯୁବ ଜନତା ଦଳ ନେତା, କହିଲେ କିଏ କରିଛନ୍ତି ଡିଲ୍
Array