Water Crisis In Nabarangpur : ଗାଁ ନାଁ ଶୁଣିଲେ ଭାଙ୍ଗି ଯାଉଛି ବାହାଘର ;୮୦ରୁ ଅଧିକ ଯୁବକ ଅବିବାହିତ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ବଡବାର୍ଲି ଗାଁର ନାଁ ଶୁଣିଲେ ଭାଙ୍ଗି ଯାଉଛି ବାହାଘର । ଝିଅ ଦେବାକୁ ରୋକଠୋକ୍ ମନା କରିଦେଉଛନ୍ତି ପରିବାର ।

Water Crisis In Nabarangpur : ଗାଁ ନାଁ ଶୁଣିଲେ ଭାଙ୍ଗି ଯାଉଛି ବାହାଘର ;୮୦ରୁ ଅଧିକ ଯୁବକ ଅବିବାହିତ
Array