Wealthy Indians: ଧନୀ ଲୋକଙ୍କୁ ପସନ୍ଦ ଆସୁନି କି ନିଜ ଦେଶ...୨୨ ପ୍ରତିଶତ ଲୋକ ଭାରତ ଛାଡ଼ିବାକୁ ଚାହାନ୍ତି
ରିପୋର୍ଟ ଅନୁଯାୟୀ, ଭାରତୀୟ ଧନୀମାନେ ବିଶେଷ ଭାବରେ ୟୁଏଇକୁ ଯାଇ ବସବାସ କରୁଛନ୍ତି । ହେଲେ ଏହି ସ୍ଥାନାନ୍ତର ଯୋଗୁଁ ଭାରତ କୌଣସି କ୍ଷତି ସହିବ ନାହିଁ । କାରଣ ଦେଶରେ ଦିନକୁ ଦିନ କୋଟିପତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିସହ ଭାରତ ଛାଡିଥିବା କୋଟିପତିଙ୍କ ମଧ୍ୟରୁ ଅଧିକାଂଶ ଦେଶରେ ଦ୍ୱିତୀୟ ଘର ରଖିଛନ୍ତି, ଯାହା ଏକ ସକରାତ୍ମକ ସଙ୍କେତ ଅଟେ।