Weather Update: ଗୁଳୁଗୁଳିରୁ ତ୍ରାହି, ରାଜଧାନୀରେ ବର୍ଷା ଆଣିଲା ଆଶ୍ୱସ୍ତି

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ଷା । ଡହଡହ ଖରା ସହ ଗୁଳୁଗୁଳି କାରଣରୁ ଅସ୍ତବ୍ୟସ୍ତ ହୋଇପଡିଥିଲେ ରାଜଧାନୀବାସୀ । ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାରୁ ମିଳିଛି ଆଶ୍ୱସ୍ତି ।

Weather Update: ଗୁଳୁଗୁଳିରୁ ତ୍ରାହି, ରାଜଧାନୀରେ ବର୍ଷା ଆଣିଲା ଆଶ୍ୱସ୍ତି
Array