Wedding Decorations At Puri Beach: ପୁରୀ ବେଳାଭୂମିରେ କରିଥିଲେ ବିବାହ ମଣ୍ଡପ; ପହଞ୍ଚିଲା ପୋଲିସ, ଆଉ ତା’ପରେ... 

ବିବାହ ମଣ୍ଡପଠାରୁ ଆରମ୍ଭ କରି ବିବାହ ଉତ୍ସବରେ ଅତିଥି ବସିବା ପାଇଁ ପୁରୀ ବେଳାଭୂମିରେ ଡେକୋରେସନ କରାଯାଇଥିଲା । ପୁରୀ ପୌରସଂସ୍ଥା ପକ୍ଷରୁ ପରମିଶନ ଦିଆଯାଇଛି କିନ୍ତୁ ତହସିଲ କାର୍ଯ୍ୟାଳୟର ପରମିଶନ ନାହିଁ କି ସିଆରଜେଡ ଓ ବନବିଭାଗର ପରମିଶନ ନାହିଁ ।

Wedding Decorations At Puri Beach: ପୁରୀ ବେଳାଭୂମିରେ କରିଥିଲେ ବିବାହ ମଣ୍ଡପ; ପହଞ୍ଚିଲା ପୋଲିସ, ଆଉ ତା’ପରେ... 
Array