Woman Threatens: ପୁଣି ଥାନା ଆଗରେ ପେଟ୍ରୋଲ ଢାଳି ଆତ୍ମାହୁତି ଧମକ ଜଣେ ମହିଳା...

କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଆଗରେ ପେଟ୍ରୋଲ ଢାଳି ଆତ୍ମାହୁତି ଧମକ ଦେଲେ ଦ୍ବାରବତପୁର ଗାଁର ମମତା ବେହେରା। ସ୍ବାମୀଙ୍କ ହତ୍ୟାକାରୀକୁ ଧରିବାରେ ପୋଲିସର ନିଷ୍କ୍ରିୟତା ଅଭିଯୋଗରେ ଧମକ ଦେଲେ ସ୍ତ୍ରୀ।

Woman Threatens: ପୁଣି ଥାନା ଆଗରେ ପେଟ୍ରୋଲ ଢାଳି ଆତ୍ମାହୁତି ଧମକ ଜଣେ ମହିଳା...
Array