Women’s Day: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କେବଳ ମହିଳା ପୋଲିସ୍, ଇତିହାସରେ ପ୍ରଥମ

ଭାରତ ଇତିହାସରେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପୂରା ସୁରକ୍ଷା ବ୍ୟବସ୍ଥାରେ ମହିଳା ପୋଲିସ କର୍ମଚାରୀ ମୁତୟନ ରହିବେ। ସୁରକ୍ଷା ଦାୟିତ୍ବରେ ମୁତୟନ ହେବାକୁ ଥିବା ଆଇପିଏସ୍ ଅଫିସରଙ୍କଠାରୁ କନଷ୍ଟେବଳ ଯାଏଁ ସମସ୍ତେ ମହିଳା।

Women’s Day: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କେବଳ ମହିଳା ପୋଲିସ୍, ଇତିହାସରେ ପ୍ରଥମ
Array