World No Tobacco Day: ତମାଖୁ ନେଉଛି ଜୀବନ, ବର୍ଷକୁ ବର୍ଷ ବଢ଼ୁଛି କର୍କଟ ରୋଗୀଙ୍କ ସଂଖ୍ୟା
ଆଉ କିଛି ଲୋକ ଏହି ବିଷୟରେ ସଚେତନ ନଥିବାରୁ ପ୍ରତି ଦିନ ଏକ ଅଭ୍ୟାସ ରୂପେ ତମାଖୁ ସେବନ କରିଥାନ୍ତି । ତମାଖୁ ଆମ ପରିବେଶ ଉପରେ ମଧ୍ୟ ବହୁ ଖରାପ ପ୍ରଭାବ ପକାଇଥାଏ । ତମାଖୁ ସେବନ ଦ୍ୱାରା ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପକାଇଥାଏ । ବିଶେଷ କରି ଏଥିରେ ଥିବା ନିକୋଟିନ୍ ସ୍ୱାସ୍ଥ୍ୟ, ସମାଜ ଓ ପରିବେଶ ପ୍ରତିକୂଳ ଅଟେ ।