World Soil Day 2024: ଉତ୍ତମ ମାଟି ହିଁ ଦେଇଥାଏ ଉତ୍ତମ ଜୀବନ: ଜାଣନ୍ତୁ ମାଟି ଯତ୍ନ ନେବାର ୬ଟି ଉପାୟ

ମାଟି ସୁରକ୍ଷିତ ରହିଲେ, ଜୀବନ ସୁରକ୍ଷିତ ରହିବ। କାରଣ ମାଟିରୁ ହିଁ ସୃଷ୍ଟି ହୁଏ ଗଛ ଲତା ଆଉ ଏଥିରୁ ମିଳେ ଖାଦ୍ୟ। ଜାଣନ୍ତୁ ମାଟି ଯତ୍ନ ନେବାର ୬ଟି ଉପାୟ।

World Soil Day 2024: ଉତ୍ତମ ମାଟି ହିଁ ଦେଇଥାଏ ଉତ୍ତମ ଜୀବନ: ଜାଣନ୍ତୁ ମାଟି ଯତ୍ନ ନେବାର ୬ଟି ଉପାୟ
Array