Yash Dayal: ପୁଣି ଦୁଷ୍କର୍ମ ଅଭିଯୋଗ, ଏଫଆଇଆର ରୁଜୁ

୨ ବର୍ଷ ଧରି ଜଣେ ଯୁବତୀଙ୍କୁ ବ୍ଲାକମେଲିଂ କରି ଦୁଷ୍କର୍ମ କରିଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଛି। ଦୟାଲ ଯୁବତୀଙ୍କୁ କ୍ରିକେଟିଂ କ୍ୟାରିୟରର ସ୍ୱପ୍ନ ଦେଖାଇ ତାଙ୍କର ନିକଟବର୍ତ୍ତୀ ହୋଇଥିଲେ। ୨ ବର୍ଷ ଧରି ବିଭିନ୍ନ ସମୟରେ ସେ ଝିଅଟିକୁ ଡାକି ତାଙ୍କୁ ଦୁଷ୍କର୍ମ କରି ଚାଲିଥିଲେ।

Yash Dayal: ପୁଣି ଦୁଷ୍କର୍ମ ଅଭିଯୋଗ, ଏଫଆଇଆର ରୁଜୁ
Array