Year Ender 2024:୨୦୨୪ରେ ଦେଶର ୧୦ଟି ବଡ଼ ଘଟଣା, ହଲଚଲ୍ ହୋଇଛି ରାଜନୀତି

ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିଥିଲା । ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ଏହି ନିର୍ବାଚନରେ ଇଣ୍ଡି ମେଣ୍ଟକୁ ମଧ୍ୟ ବିଶେଷ ସଫଳତା ମିଳିନଥିଲା । ତେବେ କଂଗ୍ରେସର ଆସନ ସଂଖ୍ୟା ୫୨ରୁ ୯୯କୁ ବୃଦ୍ଧି ପାଇଥିଲା ।

Year Ender 2024:୨୦୨୪ରେ ଦେଶର ୧୦ଟି ବଡ଼ ଘଟଣା, ହଲଚଲ୍ ହୋଇଛି ରାଜନୀତି
Array