Yogasana: କରନ୍ତୁ ଏହି ୫ ଆସନ; ଯେତେ ଗରମ ହେଲେ ବି କିଛି ଫରକ ପଡିବନି

ଏମିତି କିଛି ଯୋଗାସନ ଅଛି ଯାହା ଆମ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଗ୍ରୀଷ୍ମ ସମୟରେ ଏହିସବୁ ଆସନ କଲେ ଶରୀର ଶୀତଳ ଅନୁଭବ କରେ। ତେବେ ଆସନ୍ତୁ ଏହିସବୁ ଯୋଗ ବିଷୟରେ ଜାଣିନେବା।

Yogasana: କରନ୍ତୁ ଏହି ୫ ଆସନ; ଯେତେ ଗରମ ହେଲେ ବି କିଛି ଫରକ ପଡିବନି
Array