Youth Murdered Over 'Paida Tola' Dispute in Puri's Mashanichandi Sahi
ପଇଡ଼ ତୋଳାକୁ ନେଇ ବିବାଦ ଉପୁଜିବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ପୁରୀ ବାସେଳିସାହି ଥାନା ଅନ୍ତର୍ଗମ ମଶାଣିଚଣ୍ଡୀ ସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ମଶାଣିଚଣ୍ଡୀ ସାହିର କୁନା ବେହେରା ! #Puri #Odisha
ପଇଡ଼ ତୋଳାକୁ ନେଇ ବିବାଦ ଉପୁଜିବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ପୁରୀ ବାସେଳିସାହି ଥାନା ଅନ୍ତର୍ଗମ ମଶାଣିଚଣ୍ଡୀ ସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ମଶାଣିଚଣ୍ଡୀ ସାହିର କୁନା ବେହେରା !
#Puri #Odisha