ଅଖିଳେଶଙ୍କୁ ମିଳିବ ନୂଆ ସାଥି, ଏହି ଫଟୋ ବଢାଉଛି ରାଜନୈତିକ ଉଷ୍ମତା!

ଲକ୍ଷ୍ନୌ,୨୦।୨: ଉତ୍ତର ପ୍ରଦେଶ ରାଜନୀତିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ ରାଜା ଭୈୟା ଏବଂ ସମାଜବାଦି ପାର୍ଟି ମଧ୍ୟରେ ମିଳିତ ଆଲୋଚନା ଚାଲିଛି। ସୂଚନାନୁସାରେ, ୫ଟି ଆସନ ଉପରେ ଆଲୋଚନା ଚାଲିଛି। ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ନରେଶ ଉତ୍କଳ ପଟେଲ ରାଜା ଭୈୟାଙ୍କୁ ଭେଟିଥିବା କୁହାଯାଉଛି। ଏବେ ଏହାକୁ ନେଇ ରାଜାନୈତିକ ଉଷ୍ମତା ଦେଖାଦେଇଛି। The post ଅଖିଳେଶଙ୍କୁ ମିଳିବ ନୂଆ ସାଥି, ଏହି ଫଟୋ ବଢାଉଛି ରାଜନୈତିକ ଉଷ୍ମତା! appeared first on Dharitri Odia News.

ଅଖିଳେଶଙ୍କୁ ମିଳିବ ନୂଆ ସାଥି, ଏହି ଫଟୋ ବଢାଉଛି ରାଜନୈତିକ ଉଷ୍ମତା!

ଲକ୍ଷ୍ନୌ,୨୦।୨: ଉତ୍ତର ପ୍ରଦେଶ ରାଜନୀତିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ ରାଜା ଭୈୟା ଏବଂ ସମାଜବାଦି ପାର୍ଟି ମଧ୍ୟରେ ମିଳିତ ଆଲୋଚନା ଚାଲିଛି। ସୂଚନାନୁସାରେ, ୫ଟି ଆସନ ଉପରେ ଆଲୋଚନା ଚାଲିଛି। ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ନରେଶ ଉତ୍କଳ ପଟେଲ ରାଜା ଭୈୟାଙ୍କୁ ଭେଟିଥିବା କୁହାଯାଉଛି। ଏବେ ଏହାକୁ ନେଇ ରାଜାନୈତିକ ଉଷ୍ମତା ଦେଖାଦେଇଛି।

The post ଅଖିଳେଶଙ୍କୁ ମିଳିବ ନୂଆ ସାଥି, ଏହି ଫଟୋ ବଢାଉଛି ରାଜନୈତିକ ଉଷ୍ମତା! appeared first on Dharitri Odia News.