ଅଚାନକ ରାତି ଅଧରେ କୁଆଡେ ହଜିଗଲା ପୁଅ , ରାତି ପାହିଲା ବେଳକୁ ଘର ଦୁଆରୁ ଆଳୁ ବସ୍ତା ଭିତରୁ ମିଳିଲା ପୁଅର ମର ଶରୀର

ଅଚାନକ ରାତି ଅଧରେ କୁଆଡେ ହଜିଗଲା ପୁଅ , ରାତି ପାହିଲା ବେଳକୁ ଘର ଦୁଆରୁ ଆଳୁ ବସ୍ତା ଭିତରୁ ମିଳିଲା ପୁଅର ମର ଶରୀର | ଏନେଇ ଚମ୍ପୁଆ ପୋଲିସକୁ ଖବର ଦିଆଯିବା ପରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେନ୍ଦୁଝର ଏସ୍ ପି, ଚମ୍ପୁଆ ଏସ ଡି