ଅଜଣା ଗାଡି ଧକ୍କାରେ ଯୁବକ ମୃତ
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ରାସ୍ତାରେ ଯୁବକଙ୍କୁ ଚାପି ଦେଲା ଅଜଣା ଗାଡି। ଚନ୍ଦନେଶ୍ଵର ତଳସାରୀ ରାସ୍ତା ବିନ୍ଧାପଦ୍ମପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ବଡଗଡ ଗାଁର ହୋଇଥିବା ଜଣାପଡିଛି। ତେବେ ଘଟଣାସ୍ଥଳରେ ତଳସାରୀ ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି। ଏହା ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା ତାହା ଏପର୍ଯ୍ୟନ୍ତ ସଠିକ୍ ଭାବେ ଜଣାପଡିନାହିଁ।