ଅଟୋ ଓଲଟି ୬ ଜଣ ଗୁରୁତର, ବିବାହ ଭୋଜି ଖାଇବାକୁ ଯିବାବେଳେ ଦୁର୍ଘଟଣା

କୋରାପୁଟ ୧୯।୩: ବିବାହ ଭୋଜି ଖାଇବାକୁ ଯାଉଥିବା ବେଳେ ଦୁର୍ଘଟଣା । ଅଟୋ ଓଲଟି ୬ ଜଣ ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଜାମୁଲି ନିକଟରେ ଦୁର୍ଘଟଣା ଘଟିଛି ।ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଦେଢଶୁଲି ଗାଁର ୮ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ମିଶି ଅଟୋରେ ମସ୍କା ଗାଁକୁ ଭୋଜି ଖାଇବାକୁ ଯାଉଥିଲେ । ସେହି ସମୟରେ ଜାମୁଲି ନିକଟରେ ଅଟୋଟି ଭାରସାମ୍ୟ ହରାଇ  ଓଲଟି ପଡିଥିଲା । ଅଟୋରେ ଥିବା ୨୦ ଜଣଙ୍କ ମଧ୍ୟରୁ ୧୪ ଜଣ ସାମାନ୍ୟ ଆହତ ହେଇଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି । ଆହତମାନଙ୍କୁ ମଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ମଦନପୁର ରାମପୁର ଡାକ୍ତରଖାନାକି ସ୍ଥାନାନ୍ତର କରାଯାଇଛି ।You Can Read :କୋଟିଆ ସୀମାନ୍ତ ଗାଁରେ ମତଦାନ ସଚେତନତା, ଭୋଟର ମାନଙ୍କୁ ସଚେତନ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ

ଅଟୋ ଓଲଟି ୬ ଜଣ ଗୁରୁତର, ବିବାହ ଭୋଜି ଖାଇବାକୁ ଯିବାବେଳେ ଦୁର୍ଘଟଣା

କୋରାପୁଟ ୧୯।୩: ବିବାହ ଭୋଜି ଖାଇବାକୁ ଯାଉଥିବା ବେଳେ ଦୁର୍ଘଟଣା । ଅଟୋ ଓଲଟି ୬ ଜଣ ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଜାମୁଲି ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଦେଢଶୁଲି ଗାଁର ୮ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ମିଶି ଅଟୋରେ ମସ୍କା ଗାଁକୁ ଭୋଜି ଖାଇବାକୁ ଯାଉଥିଲେ । ସେହି ସମୟରେ ଜାମୁଲି ନିକଟରେ ଅଟୋଟି ଭାରସାମ୍ୟ ହରାଇ  ଓଲଟି ପଡିଥିଲା । ଅଟୋରେ ଥିବା ୨୦ ଜଣଙ୍କ ମଧ୍ୟରୁ ୧୪ ଜଣ ସାମାନ୍ୟ ଆହତ ହେଇଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି । ଆହତମାନଙ୍କୁ ମଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ମଦନପୁର ରାମପୁର ଡାକ୍ତରଖାନାକି ସ୍ଥାନାନ୍ତର କରାଯାଇଛି ।

You Can Read :

କୋଟିଆ ସୀମାନ୍ତ ଗାଁରେ ମତଦାନ ସଚେତନତା, ଭୋଟର ମାନଙ୍କୁ ସଚେତନ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ