ଅଟୋକୁ ପିଟିଲା ‘ମୋ ବସ୍‌’: ଗାଡି ଭାଙ୍ଗି ଚୁର୍‌ମାର୍‌

ଭୁବନେଶ୍ୱର,୨୧।୩:ଭୁବନେଶ୍ୱରର ରାଜମହଲ ଛକରେ ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ମୋ ବସ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଅଟୋର ସମ୍ମୁଖ ପଟ ଭାଙ୍ଗି ଚୁରମାର୍‌ ହୋଇପଡିଛି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୋ ବସ ଡ୍ରାଇଭରକୁ ପଚରାଉଚରା କରୁଛି। ସୂଚନାଯୋଗ୍ୟ, ଅଟୋଟି ରାଜମହଲ ଛକରେ ଯାତ୍ରୀ ଓହ୍ଲାଇବା ସମୟରେ ମୋ ବସ ଧକ୍କା ଦେଇଥିଲା। The post ଅଟୋକୁ ପିଟିଲା ‘ମୋ ବସ୍‌’: ଗାଡି ଭାଙ୍ଗି ଚୁର୍‌ମାର୍‌ appeared first on Dharitri Odia News.

ଅଟୋକୁ ପିଟିଲା ‘ମୋ ବସ୍‌’: ଗାଡି ଭାଙ୍ଗି ଚୁର୍‌ମାର୍‌

ଭୁବନେଶ୍ୱର,୨୧।୩:ଭୁବନେଶ୍ୱରର ରାଜମହଲ ଛକରେ ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ମୋ ବସ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଅଟୋର ସମ୍ମୁଖ ପଟ ଭାଙ୍ଗି ଚୁରମାର୍‌ ହୋଇପଡିଛି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୋ ବସ ଡ୍ରାଇଭରକୁ ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ଅଟୋଟି ରାଜମହଲ ଛକରେ ଯାତ୍ରୀ ଓହ୍ଲାଇବା ସମୟରେ ମୋ ବସ ଧକ୍କା ଦେଇଥିଲା।

The post ଅଟୋକୁ ପିଟିଲା ‘ମୋ ବସ୍‌’: ଗାଡି ଭାଙ୍ଗି ଚୁର୍‌ମାର୍‌ appeared first on Dharitri Odia News.