ଅଡବାରୁ ପଞ୍ଜାବ ଯାଉଥିଲା ୬୦ ଲକ୍ଷର ଗଞ୍ଜେଇ, ଜବତ୍ କଲା ପୋଲିସ। ganja seized by Adava police, gajapati.

ଅଡବା ପୋଲିସ୍ କୁ ମିଳି ଛି ବଡ଼ ସଫଳତା, ୬୧୪ କିଲୋ ଗଞ୍ଜେଇ ସହ ଦୁଇ ଗଞ୍ଜେଇ ମାପିଆ ଗିରଫ। ଅଡବା ଥାନା ଅନ୍ତର୍ଗତ ଖାରିଗୁଡା ପଞ୍ଚାୟତ ଯୋଡ଼ାଆମ୍ବ ଗାଁ ନିକଟରୁ ଏକ ୧୦ ଚକିଆ ଟ୍ରକ ଯୋଗେ ପଞ୍ଜାବ ରାଜ୍ୟ କୁ ଗଞେଇ ଚୋରା ଚାଲାଣ ହେବା ନେଇ ଅଡବା