ଅଧାରୁ ବନ୍ଦ ହେଲା ସାରଥି ବାବାର ସତସଙ୍ଗ। ନିକିରାଇ ପୋଲିସର ଚଢ଼ାଉ ପରେ ବନ୍ଦ ହୋଇଛି ସତସଙ୍ଗ କାର୍ଯ୍ୟକ୍ରମ।
କେନ୍ଦ୍ରାପଡା କୋରୋ ପଞ୍ଚାୟତ ତଥା ନିକିରାଇ ଥାନା ଅନ୍ତର୍ଗତ ଘିଗିଡିଆରେ କୈଳାସ ରାଉତଙ୍କ ପୁଅ ଓ ଝିଅର ଷୋହଳ ପୂଜା ରହିଥିବା କାରଣରୁ ଏକ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କିନ୍ତୁ ପୁଣିଥରେ ପୂର୍ବଥର ପରି ଅଧାରୁ ବନ୍ଦ ହେଲା ସାରଥି ବା