ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ପ୍ରିୱେଡିଂରେ ସେଲିବ୍ରେଟିଙ୍କ ଭିଡ
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରିୱେଡିଂରେ ସେଲିବ୍ରେଟିଙ୍କ ଭିଡ ଦେଖିବାକୁ ମିଳିଛି। ପୂର୍ବର ଜାମନଗରରେ ପହଞ୍ଚିଥିଲେ ଦୀପିକା ପାଦୁକୋନ, ରଣବୀର ସିଂହ, ଶାହରୁଖ ଖାନ, ଅର୍ଜୁନ କପୁର, ରାନୀ ମୁଖାର୍ଜୀ, ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ପରି ବଲିଉଡ ତାରକା।