ଅନାସ୍ଥାରେ ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ୍ ଅଧ୍ୟକ୍ଷା, ବିପକ୍ଷରେ ପଡିଲା ୪୪ ଭୋଟ୍

ଢେଙ୍କାନାଳ ୧୬।୧୧: ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟିଂ । ୪୪-୧୭ ଭୋଟ୍ରେ ସାବ୍ୟସ୍ତ ହେଲା ଅନାସ୍ଥା । ଗୋଟିଏ ଭୋଟ୍ ନାକଚ । ଅନାସ୍ଥାରେ ଅଧ୍ୟକ୍ଷା ପଦବୀ ହରାଇଲେ ବିଜେଡିର ରାଜଶ୍ରୀ ନାୟକ । ବିଜେଡି ହାତରୁ ଖସିଲା ସଦର ବ୍ଲକ୍, କବଜା କଲା ବିଜେପି ।  ଭୋଟ୍ ଦେଲେ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।You Can Read:ବାଲିଯାତ୍ରା ମୀନାବଜାରରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ, ଘଟଣାସ୍ଥଳରୁ ଦୋକାନୀ ଫେରାର

ଅନାସ୍ଥାରେ ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ୍ ଅଧ୍ୟକ୍ଷା, ବିପକ୍ଷରେ ପଡିଲା ୪୪ ଭୋଟ୍

ଢେଙ୍କାନାଳ ୧୬।୧୧: ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟିଂ । ୪୪-୧୭ ଭୋଟ୍ରେ ସାବ୍ୟସ୍ତ ହେଲା ଅନାସ୍ଥା । ଗୋଟିଏ ଭୋଟ୍ ନାକଚ । ଅନାସ୍ଥାରେ ଅଧ୍ୟକ୍ଷା ପଦବୀ ହରାଇଲେ ବିଜେଡିର ରାଜଶ୍ରୀ ନାୟକ । ବିଜେଡି ହାତରୁ ଖସିଲା ସଦର ବ୍ଲକ୍, କବଜା କଲା ବିଜେପି ।  ଭୋଟ୍ ଦେଲେ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

You Can Read:

ବାଲିଯାତ୍ରା ମୀନାବଜାରରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ, ଘଟଣାସ୍ଥଳରୁ ଦୋକାନୀ ଫେରାର