ଅନୀଲ ଅମ୍ବାନୀଙ୍କ ଅଫିସରେ ଘାଣ୍ଟୁଛି ଇଡି, ଏକା ସଙ୍ଗେ ୩୫ଟି ସ୍ଥାନରେ ରେଡ୍

ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ ଅଫ କମ୍ପାନୀ ଦ୍ବାରା ମନି ଲଣ୍ଡରିଂ ଅଭିଯୋଗ ରହିଛି। ମନି ଲଣ୍ଡରିଂ ମାମଲାରେ ଏହି ରେଡ୍ ହୋଇଥିବା ଜଣାପଡିଛି । ସିବିଆଇ କରିଥିବା FIR ଅଧାରରେ ରେଡ୍ କରାଯାଇଛି ।

ଅନୀଲ ଅମ୍ବାନୀଙ୍କ ଅଫିସରେ ଘାଣ୍ଟୁଛି ଇଡି, ଏକା ସଙ୍ଗେ ୩୫ଟି ସ୍ଥାନରେ ରେଡ୍
Array