ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଭୁବନେଶ୍ୱର!

ରାଜଧାନୀରେ ସଂଜ ନଇଁଲେ ସାଂଘାତିକ ଡର । କାରଣ କଂସେଇ ସାଜି ମଣିଷକୁ ମଣିଷ ମାରୁଛି। ଲୁଟ୍-ରାହାଜାନୀ-ଡକାୟତି କଥା ଶୁଣି ଛାତି ଥରୁଛି । ରାଜଧାନୀର ରାଜରାସ୍ତା ହେଉ ଅବା ଗଳି କନ୍ଦି । ସବୁଠି ଦୌରାତ୍ମ୍ୟ, ସବୁଠି ଆତଙ୍କ ।

ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଭୁବନେଶ୍ୱର!
Array