ଅପହଞ୍ଚ ହୋଇଛି ମୋବାଇଲ ନେଟୱାର୍କ ସେବା
ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଆଜିବି ଅପହଞ୍ଚ ହୋଇଛି ମୋବାଇଲ ନେଟୱାର୍କ ସେବା। କଟକ ଜିଲ୍ଲା ନରସିଂହପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉଛି ଓଲବ ପଞ୍ଚାୟତ। ୧୧ଟି ୱାର୍ଡରେ ପ୍ରାୟ ୧୫ ଶହରୁ ଅଧିକ ଲୋକ ବସବାସ କରନ୍ତି। କିନ୍ତୁ ଏଯାଏଁ ଏଠାକୁ ମୋବାଇଲ ନେଟୱାର୍କ ସେବା ପହଞ୍ଚି ପାରିନାହିଁ ।