ଅପ୍ରାକୃତିକ ଯୌନ ଉତ୍ପୀଡ଼ନ ମାମଲାରେ ସୁରଜ ରେଭନ୍ନାଙ୍କୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୨।୭: ଜଣେ ପୁରୁଷ ଜେଡିଏସ କର୍ମଚାରୀଙ୍କୁ ଅସ୍ବାଭାବିକ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହୋଇଥିବା ପାର୍ଟି ଏମଏଲସି ଏବଂ ଜେଡିଏସ ନେତା ଡକ୍ଟର ସୁରଜ ରେଭନ୍ନାଙ୍କୁ ରବିବାର (ଜୁଲାଇ ୨୨)ରେ ମାଜିଷ୍ଟ୍ରେଟ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭, ୩୪୨,୫୦୬ ଏବଂ ୩୪ ଅନୁଯାୟୀ ଅଭିଯୋଗ କରାଯାଇଥିଲା। The post ଅପ୍ରାକୃତିକ ଯୌନ ଉତ୍ପୀଡ଼ନ ମାମଲାରେ ସୁରଜ ରେଭନ୍ନାଙ୍କୁ ଆଶ୍ୱସ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୨୨।୭: ଜଣେ ପୁରୁଷ ଜେଡିଏସ କର୍ମଚାରୀଙ୍କୁ ଅସ୍ବାଭାବିକ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହୋଇଥିବା ପାର୍ଟି ଏମଏଲସି ଏବଂ ଜେଡିଏସ ନେତା ଡକ୍ଟର ସୁରଜ ରେଭନ୍ନାଙ୍କୁ ରବିବାର (ଜୁଲାଇ ୨୨)ରେ ମାଜିଷ୍ଟ୍ରେଟ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭, ୩୪୨,୫୦୬ ଏବଂ ୩୪ ଅନୁଯାୟୀ ଅଭିଯୋଗ କରାଯାଇଥିଲା।
The post ଅପ୍ରାକୃତିକ ଯୌନ ଉତ୍ପୀଡ଼ନ ମାମଲାରେ ସୁରଜ ରେଭନ୍ନାଙ୍କୁ ଆଶ୍ୱସ୍ତି appeared first on Dharitri Odia News.