ଅଫ୍ ସୋଲ୍ଡର୍ ଗାଉନ୍‌ରେ ଘାତକ ଲୁକ୍ ଦେଲେ ପୂଜା ହେଗ୍‌ଡେ; ଲୋକେ କହିଲେ…

ସାଉଥ୍‌ ଇଣ୍ଡଷ୍ଟ୍ରି ଠାରୁ ବଲିଉଡ୍‌ ପର୍ଯ୍ୟନ୍ତ ନିଜର ଗ୍ଲାମର ତଡକା ଲଗେଇଥିବା ଅଭିନେତ୍ରୀ ପୂଜା ହେଗ୍‌ଡେ ପ୍ରତିଦିନ ତାଙ୍କ ପର୍‌ଫେକ୍ଟ୍ ଫ୍ୟାଶନ ଷ୍ଟେଟ୍‌ମେଣ୍ଟ୍‌ ସହିତ ନିଜ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍‌ନେଟ୍‌ରେ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ। ବର୍ତ୍ତମାନ ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମରେ ତାଙ୍କର କିଛି ଫଟୋସୁଟ୍‌ର ଚିତ୍ର ପୋଷ୍ଟ କରିଛନ୍ତି, ଯାହାକୁ ଆପଣ ଅଣଦେଖା କରିପାରିବେ ନାହିଁ।