ଅଭାବନୀୟ ! ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର, ଘଟଣା ସ୍ଥଳରେ ମୃତ୍ୟୁ
ଟାଙ୍ଗି: ଟ୍ରାକ୍ଟର ଚଢ଼ି ମହିଳାଙ୍କ ମୃତ୍ୟୁ। ଘଟଣାଟି ଘଟିଛି ବାଣପୁର ଥାନା ଅଧୀନ ଗମ୍ଭାରିମୁଣ୍ଡା-ଆୟତପୁର ଗ୍ରାମ ଛକ ନିକଟରେ। ମୃତ ମହିଳା ଜଣକ ହେଉଛନ୍ତି ଦମୟନ୍ତି ପ୍ରଧାନ। ସୂଚନା ଅନୁଯାୟୀ, ମହିଳା ଜଣକ ଏକ ବାଇକ ଯୋଗେ ଗମ୍ଭାରିମୁଣ୍ଡା ପେଟ୍ରୋଲ ପମ୍ପକୁ ଯାଉଥିଲେ। ଆଉ ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ପେଟ୍ରୋଲ ପମ୍ପ ସାମ୍ନା ରାସ୍ତାରେ ବାଇକକୁ ଧକ୍କା ଦେଇଥିଲା। ଏଥିରେ ମହିଳା ଜଣକ ବାଇକରୁ ତଳକୁ ଛିଟିକି ପଡ଼ିଥିଲେ। ଆଉ ଏହି ଟ୍ରାକ୍ଟରଟି ମହିଳାଙ୍କ ଉପରେ ଚଢ଼ିଯାଇଥିଲା । You Can Read: ବଲାଙ୍ଗୀରରେ ଜାଲ୍ ସାର୍ଟିଫିକେଟ୍ ତନାଘନା : ଚାକିରି ହରାଇଲେ ଆଉ ଜଣେ ଶିକ୍ଷକ ଆଉ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ତେବେ ଘଟଣାସ୍ଥଳରୁ ଟ୍ରାକ୍ଟରଟି ଚମ୍ପଟ ଉଦ୍ୟମ ବେଳେ ସ୍ଥାନୀୟ ଲୋକେ ଟ୍ରାକ୍ଟରକୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି । ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । The post ଅଭାବନୀୟ ! ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର, ଘଟଣା ସ୍ଥଳରେ ମୃତ୍ୟୁ appeared first on Prameya News7.
ଟାଙ୍ଗି: ଟ୍ରାକ୍ଟର ଚଢ଼ି ମହିଳାଙ୍କ ମୃତ୍ୟୁ। ଘଟଣାଟି ଘଟିଛି ବାଣପୁର ଥାନା ଅଧୀନ ଗମ୍ଭାରିମୁଣ୍ଡା-ଆୟତପୁର ଗ୍ରାମ ଛକ ନିକଟରେ। ମୃତ ମହିଳା ଜଣକ ହେଉଛନ୍ତି ଦମୟନ୍ତି ପ୍ରଧାନ।
ସୂଚନା ଅନୁଯାୟୀ, ମହିଳା ଜଣକ ଏକ ବାଇକ ଯୋଗେ ଗମ୍ଭାରିମୁଣ୍ଡା ପେଟ୍ରୋଲ ପମ୍ପକୁ ଯାଉଥିଲେ। ଆଉ ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ପେଟ୍ରୋଲ ପମ୍ପ ସାମ୍ନା ରାସ୍ତାରେ ବାଇକକୁ ଧକ୍କା ଦେଇଥିଲା। ଏଥିରେ ମହିଳା ଜଣକ ବାଇକରୁ ତଳକୁ ଛିଟିକି ପଡ଼ିଥିଲେ। ଆଉ ଏହି ଟ୍ରାକ୍ଟରଟି ମହିଳାଙ୍କ ଉପରେ ଚଢ଼ିଯାଇଥିଲା ।
You Can Read: ବଲାଙ୍ଗୀରରେ ଜାଲ୍ ସାର୍ଟିଫିକେଟ୍ ତନାଘନା : ଚାକିରି ହରାଇଲେ ଆଉ ଜଣେ ଶିକ୍ଷକ
ଆଉ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ତେବେ ଘଟଣାସ୍ଥଳରୁ ଟ୍ରାକ୍ଟରଟି ଚମ୍ପଟ ଉଦ୍ୟମ ବେଳେ ସ୍ଥାନୀୟ ଲୋକେ ଟ୍ରାକ୍ଟରକୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି । ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
The post ଅଭାବନୀୟ ! ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର, ଘଟଣା ସ୍ଥଳରେ ମୃତ୍ୟୁ appeared first on Prameya News7.