ଅଭିନେତା ଅରୁଣୋଦୟ ସିଂହଙ୍କୁ ଡେଟିଂ କରୁଛନ୍ତି କି ତାରା ସୂତାରିଆ

ତାରା ସୂତାରିଆ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ। କିନ୍ତୁ ବର୍ତ୍ତମାନ ତାଙ୍କ ହାତରେ କାମର ଅଭାବ ଦେଖାଯାଉଛି। ତାଙ୍କ ବୃତ୍ତିଗତ ଜୀବନ ବ୍ୟତୀତ ତାରା ଏବେ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ପୂର୍ବରୁ ତାରା ତାଙ୍କର ପୂର୍ବ କଥିତ ପ୍ରେମିକ ଆଦର ଜୈନଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ତାଙ୍କ ପ୍ରେମକୁ ନେଇ ଆଉ ଏକ ଚର୍ଚ୍ଚା ଆସିଛି।