ଅମାପ ସମ୍ପତ୍ତିର ମାଲିକ ଥିଲେ ଖଣି ଉପନିର୍ଦ୍ଦେଶକ, ଆୟଠାରୁ ୫୦୦% ଅଧିକ ସମ୍ପତ୍ତି ଠାବ
ନିଜ ଆୟଠୁ ୫୦୦% ଅଧିକ ସମ୍ପତ୍ତି ଠୁଳ କରିଥିଲେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ।
ଅମାପ ସମ୍ପତ୍ତିର ମାଲିକ ଥିଲେ କୁବେର ଖଣି ଉପନିର୍ଦ୍ଦେଶକ । ନିଜ ଆୟଠୁ ୫୦୦% ଅଧିକ ସମ୍ପତ୍ତି ଠୁଳ କରିଥିଲେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ। ଦେଖନ୍ତୁ ପୂରା ରିପୋର୍ଟ।