ଅମ୍ପାୟାରଙ୍କ ଉପରେ ଭଡକିଲେ ହିଟ୍‌ମ୍ୟାନ୍, ଅନ୍ୟ ବଲ୍‌ରେ ହେଲା ହଙ୍ଗାମା...

ନୂଆଦିଲ୍ଲୀ ୩୦/୦୯: ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ । ଦ୍ୱିତୀୟ ସିରିଜ୍‌ର ଶେଷ ମ୍ୟାଚ୍‌ କାନପୁରରେ ଖେଳାଯାଉଛି । ମୁକାବିଲାରେ ଚତୁର୍ଥ ଦିନରେ ୩୦ ସେପ୍ଟେମ୍ୱରରେ ପ୍ରଥମ ପାଳି ୨୩୩ ରନ୍‌ରେ ସୀମିତ ରହିଥିଲା । ଏହା ପରେ ଭାରତୀୟ ଟିମ୍ ୩୪.୪ ଓଭରରେ ୨୮୫/୯ ରନ୍ ର ସ୍କୋର କରିଥିଲା । ଭାରତ ଏହି ସ୍କୋର ଉପରେ ନିଜର ପ୍ରଥମ ପାଳି ଘୋଷଣା କରିଥିଲା । ଭାରତୀୟ ପାଳି ସମୟରେ ଏମିକି ଗୋଟିଏ ମଉକା ଆସିଥିଲା, ଯେଉଁଠି କ୍ୟାପଟେନ୍ ରୋହିତ ଶର୍ମା ମୈଦାନରେ ଅମ୍ପାୟାର ରିଚର୍ଡ କେଟଲବେରେଙ୍କ ଉପରେ ଭଡକିଥିଲେ । ଅମ୍ପାୟାର କେଟଲବେରେ ଷ୍ଟମ୍ପ ବାହାରେ ପିଚ୍ ହୋଇଥିବା ବଲ୍ ଉପରେ ରୋହିତ ଏଲ୍‌ବିଡବ୍ଲ୍ୟୁ ଆଉଟ୍ ଦେଇଥିଲେ । Still trying to wrap our heads around this one! ????Skipper Rohit Sharma departs right after surviving an LBW scare ????#INDvBAN #JioCinemaSports #IDFCFirstBankTestSeries pic.twitter.com/59vFrwgKZt— JioCinema (@JioCinema) September 30, 2024ରୋହିତ ଏହା ପରେ ଡିଆର୍‌ଏସ୍‌ ନେଇଥିଲେ । ନିଷ୍ପତ୍ତିରେ ରୋହିତଙ୍କ ପକ୍ଷରେ ଯାଇଥିଲା । ଏହା ପରେ ରୋହିତ ଶର୍ମା ରାଗିଯାଇ ବ୍ୟାଟ୍‌କୁ ବୁଲାଉଥିବା ନଜର ଆସିଥିଲେ । ଏହାପରେ କମିନଥିଲା ରୋହିତଙ୍କ ରାଗ । ରୋହିତ ଏକାଗ୍ରତା ଭଙ୍ଗ ହେବାରୁ ସେ ଅନ୍ୟ ବଲ୍‌ରେ ଆଉଟି ହୋଇଥିଲେ । କହିବାକୁ ଗଲେ ୧୦ ବଲ୍‌ରେ ୨

ଅମ୍ପାୟାରଙ୍କ ଉପରେ ଭଡକିଲେ ହିଟ୍‌ମ୍ୟାନ୍, ଅନ୍ୟ ବଲ୍‌ରେ ହେଲା ହଙ୍ଗାମା...

ନୂଆଦିଲ୍ଲୀ ୩୦/୦୯: ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ । ଦ୍ୱିତୀୟ ସିରିଜ୍‌ର ଶେଷ ମ୍ୟାଚ୍‌ କାନପୁରରେ ଖେଳାଯାଉଛି । ମୁକାବିଲାରେ ଚତୁର୍ଥ ଦିନରେ ୩୦ ସେପ୍ଟେମ୍ୱରରେ ପ୍ରଥମ ପାଳି ୨୩୩ ରନ୍‌ରେ ସୀମିତ ରହିଥିଲା । ଏହା ପରେ ଭାରତୀୟ ଟିମ୍ ୩୪.୪ ଓଭରରେ ୨୮୫/୯ ରନ୍ ର ସ୍କୋର କରିଥିଲା । 

ଭାରତ ଏହି ସ୍କୋର ଉପରେ ନିଜର ପ୍ରଥମ ପାଳି ଘୋଷଣା କରିଥିଲା । ଭାରତୀୟ ପାଳି ସମୟରେ ଏମିକି ଗୋଟିଏ ମଉକା ଆସିଥିଲା, ଯେଉଁଠି କ୍ୟାପଟେନ୍ ରୋହିତ ଶର୍ମା ମୈଦାନରେ ଅମ୍ପାୟାର ରିଚର୍ଡ କେଟଲବେରେଙ୍କ ଉପରେ ଭଡକିଥିଲେ । ଅମ୍ପାୟାର କେଟଲବେରେ ଷ୍ଟମ୍ପ ବାହାରେ ପିଚ୍ ହୋଇଥିବା ବଲ୍ ଉପରେ ରୋହିତ ଏଲ୍‌ବିଡବ୍ଲ୍ୟୁ ଆଉଟ୍ ଦେଇଥିଲେ । 


Still trying to wrap our heads around this one! ????

Skipper Rohit Sharma departs right after surviving an LBW scare ????#INDvBAN #JioCinemaSports #IDFCFirstBankTestSeries pic.twitter.com/59vFrwgKZt

ରୋହିତ ଏହା ପରେ ଡିଆର୍‌ଏସ୍‌ ନେଇଥିଲେ । ନିଷ୍ପତ୍ତିରେ ରୋହିତଙ୍କ ପକ୍ଷରେ ଯାଇଥିଲା । ଏହା ପରେ ରୋହିତ ଶର୍ମା ରାଗିଯାଇ ବ୍ୟାଟ୍‌କୁ ବୁଲାଉଥିବା ନଜର ଆସିଥିଲେ । ଏହାପରେ କମିନଥିଲା ରୋହିତଙ୍କ ରାଗ । ରୋହିତ ଏକାଗ୍ରତା ଭଙ୍ଗ ହେବାରୁ ସେ ଅନ୍ୟ ବଲ୍‌ରେ ଆଉଟି ହୋଇଥିଲେ । କହିବାକୁ ଗଲେ ୧୦ ବଲ୍‌ରେ ୨୩ ରନ୍ କରିଥିଲେ ରୋହିତି । ଯେଉଁଥିରେ ୩ ଛକ୍କା ଗୋଟିଏ ଚଉକା ଥିଲା ।