ଅଯୋଗ୍ୟ କାଳିଆ ହିତାଧିକାରୀ ନେଇଗଲେ ୭୮୨ କୋଟି

କାଳିଆ ଯୋଜନାକୁ ନେଇ ସିଏଜି ରିପୋର୍ଟରେ ଆଖି ତରାଟିଲା ଭଳି ତଥ୍ୟ ଆସିଛି  ।

ଅଯୋଗ୍ୟ କାଳିଆ ହିତାଧିକାରୀ ନେଇଗଲେ ୭୮୨ କୋଟି

ସିଏଜି ରିପୋର୍ଟରେ ଫିଟିଲା ବଡ଼ ଗୁମର । ଅଯୋଗ୍ୟ କାଳିଆ ହିତାଧିକାରୀ ନେଇଗଲେ ୭୮୨ କୋଟି ଟଙ୍କା । କାଳିଆ ଯୋଜନାକୁ ନେଇ ସିଏଜି ରିପୋର୍ଟରେ ଆଖି ତରାଟିଲା ଭଳି ତଥ୍ୟ ଆସିଛି  । ଦେଖନ୍ତୁ ପୂରା ରିପୋର୍ଟ।