ଅଯୋଧ୍ୟାରୁ ଫେରିବା ପରେ ପିଏମ୍ ମୋଦୀଙ୍କ ବଡ଼ ଘୋଷଣା, ୧ କୋଟି ଘରେ ଲଗାଯିବ ସୋଲାର ପ୍ୟାନେଲ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅଯୋଧ୍ୟରେ ରାମ ମନ୍ଦିର ପ୍ରତିଷ୍ଠା ସାମିଲ ହେବା ପରେ ଦିଲ୍ଲୀରେ ବୈଠକ କରିଛନ୍ତି । ଏହି ବୈଠକ ପରେ ଗରିବ ଏବଂ ମଧ୍ୟମ ବର୍ଗର ଲୋକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ମୋଦୀ ସରକାର ଦେଶରେ ଏକ କୋଟି ଘରର ଛାତ ଉପରେ ସୋଲାର ଲଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଆରମ୍ଭ କରିବେ । ଏହି ଯୋଜନାରେ ଏକ କୋଟି ଘରର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଯିବ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ପିଏମ୍ କହିଛନ୍ତି, 'ସୂର୍ଯ୍ୟବଂଶୀ ଭଗବାନ ଶ୍ରୀ ରାମଙ୍କ ଆଲୋକରୁ ବିଶ୍ୱର ସବୁ ଭକ୍ତଗଣ ସର୍ବଦା ଉର୍ଜା ପ୍ରାପ୍ତ କରିଥାନ୍ତି । ଆଜି ଅଯୋଧ୍ୟାରେ ପ୍ରାଣ-ପ୍ରତିଷ୍ଠାର ଶୁଭ ଅବସରରେ ମୋର ଏହି ସଂକଳ୍ପ ଅଧିକ ପ୍ରଶସ୍ତ ହୋଇଛି ଯେ ଭାରତବାସୀଙ୍କ ଘର ଛାତ ଉପରେ ସେମାନଙ୍କ ନିଜର ସୋଲାର ରୁଫ୍ ଟପ୍ ସିଷ୍ଟମ ରହିବ'। सूर्यवंशी भगवान श्री राम के आलोक से विश्व के सभी भक्तगण सदैव ऊर्जा प्राप्त करते हैं। आज अयोध्या में प्राण-प्रतिष्ठा के शुभ अवसर पर मेरा ये संकल्प और प्रशस्त हुआ कि भारतवासियों के घर की छत पर उनका अपना सोलर रूफ टॉप सिस्टम हो। अयोध्या से लौटने के बाद मैंने पहला निर्णय लिया
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅଯୋଧ୍ୟରେ ରାମ ମନ୍ଦିର ପ୍ରତିଷ୍ଠା ସାମିଲ ହେବା ପରେ ଦିଲ୍ଲୀରେ ବୈଠକ କରିଛନ୍ତି । ଏହି ବୈଠକ ପରେ ଗରିବ ଏବଂ ମଧ୍ୟମ ବର୍ଗର ଲୋକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ମୋଦୀ ସରକାର ଦେଶରେ ଏକ କୋଟି ଘରର ଛାତ ଉପରେ ସୋଲାର ଲଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଆରମ୍ଭ କରିବେ । ଏହି ଯୋଜନାରେ ଏକ କୋଟି ଘରର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଯିବ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ପିଏମ୍ କହିଛନ୍ତି, 'ସୂର୍ଯ୍ୟବଂଶୀ ଭଗବାନ ଶ୍ରୀ ରାମଙ୍କ ଆଲୋକରୁ ବିଶ୍ୱର ସବୁ ଭକ୍ତଗଣ ସର୍ବଦା ଉର୍ଜା ପ୍ରାପ୍ତ କରିଥାନ୍ତି । ଆଜି ଅଯୋଧ୍ୟାରେ ପ୍ରାଣ-ପ୍ରତିଷ୍ଠାର ଶୁଭ ଅବସରରେ ମୋର ଏହି ସଂକଳ୍ପ ଅଧିକ ପ୍ରଶସ୍ତ ହୋଇଛି ଯେ ଭାରତବାସୀଙ୍କ ଘର ଛାତ ଉପରେ ସେମାନଙ୍କ ନିଜର ସୋଲାର ରୁଫ୍ ଟପ୍ ସିଷ୍ଟମ ରହିବ'।
सूर्यवंशी भगवान श्री राम के आलोक से विश्व के सभी भक्तगण सदैव ऊर्जा प्राप्त करते हैं।
आज अयोध्या में प्राण-प्रतिष्ठा के शुभ अवसर पर मेरा ये संकल्प और प्रशस्त हुआ कि भारतवासियों के घर की छत पर उनका अपना सोलर रूफ टॉप सिस्टम हो।
अयोध्या से लौटने के बाद मैंने पहला निर्णय लिया है कि… pic.twitter.com/GAzFYP1bjV— Narendra Modi (@narendramodi) January 22, 2024
ପିଏମ୍ ଲେଖିଛନ୍ତି, 'ଅଯୋଧ୍ୟାରୁ ଫେରିବା ପରେ ମୁଁ ପ୍ରଥମ ନିଷ୍ପତ୍ତି ନେଇଛି ଯେ ଆମ ସରକାର ଏକ କୋଟି ଘର ଛାତ ଉପରେ ରୁଫ୍ ଟପ୍ ସୋଲାର ପ୍ୟାନେଲ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଆରମ୍ଭ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାପରେ ଗରିବ ଏବଂ ମଧ୍ୟମ ବର୍ଗର ଲୋକଙ୍କୁ ବିଜୁଳି ବିଲ୍ କମ ହେବା ସହ ଭାରତ ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ହେବ'।
Also Read: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଦୀପତ୍ସୋବ ପାଳିଲେ ପିଏମ୍ ମୋଦୀ, ନିଜ ବାସଭବନରେ ଜାଳିଲେ ରାମଜ୍ୟୋତି
The post ଅଯୋଧ୍ୟାରୁ ଫେରିବା ପରେ ପିଏମ୍ ମୋଦୀଙ୍କ ବଡ଼ ଘୋଷଣା, ୧ କୋଟି ଘରେ ଲଗାଯିବ ସୋଲାର ପ୍ୟାନେଲ appeared first on Prameya News7.