ଅଯୋଧ୍ୟାରେ ଆଜି ବିରାଜିବେ ପ୍ରଭୁ ଶ୍ରୀରାମ
ଆଜି ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଆଉ ଏଥିପାଇଁ ଚଳଚଞ୍ଚଳ ପୂରା ଅଯୋଧ୍ୟା ନଗରୀ।
ରାମମୟ ସାରା ଦେଶ। ଆଜି ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଆଉ ଏଥିପାଇଁ ଚଳଚଞ୍ଚଳ ପୂରା ଅଯୋଧ୍ୟା ନଗରୀ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସବୁଠି ଭକ୍ତିମୟ ପରିବେଶ ।