‘ଅଯୋଧ୍ୟାରେ ପରାଜୟ ଯନ୍ତ୍ରଣାଦାୟକ’
ନୂଆଦିଲ୍ଲୀ,୭।୬: ୨୦୨୪ ଲୋକ ସଭା ନିର୍ବାଚନ ଫଳାଫଳ ଭାଜପାକୁ ସବୁଠାରୁ ବଡ ଝଟକା ଦେଇଛି। ସବୁଠାରୁ ଅଧିକ ଧକ୍କ୍ା ସେତେବେଳେ ଲାଗିଛି ଯେତେବେଳେ ଦଳ ଅଯୋଧ୍ୟାରୁ ଶୋଚନୀୟ ଭାବେ ହାରିଛି। ରାମ ମନ୍ଦିର ଏପରି ଏକ ପ୍ରସଙ୍ଗ ଥିଲା, ଯେଉଁ କାରଣରୁ ଅଯୋଧ୍ୟା ଭୋଟ ଭାଜପା କ୍ୟାମ୍ପକୁ ଯିବ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ଏହାର ବିପରୀତ ଘଟିଥିଲା। ଯେତେବେଳେ ଭାଜପା ମୁଖପାତ୍ର ସୁଦର୍ଶନ ତ୍ରିବେଦୀଙ୍କୁ ଏହି ପରାଜୟ ବିଷୟରେ ପଚରାଯାଇଥିଲା, ସେ କିଛି ଏପରି ଉତ୍ତର […] The post ‘ଅଯୋଧ୍ୟାରେ ପରାଜୟ ଯନ୍ତ୍ରଣାଦାୟକ’ appeared first on Dharitri Odia News.
ନୂଆଦିଲ୍ଲୀ,୭।୬: ୨୦୨୪ ଲୋକ ସଭା ନିର୍ବାଚନ ଫଳାଫଳ ଭାଜପାକୁ ସବୁଠାରୁ ବଡ ଝଟକା ଦେଇଛି। ସବୁଠାରୁ ଅଧିକ ଧକ୍କ୍ା ସେତେବେଳେ ଲାଗିଛି ଯେତେବେଳେ ଦଳ ଅଯୋଧ୍ୟାରୁ ଶୋଚନୀୟ ଭାବେ ହାରିଛି। ରାମ ମନ୍ଦିର ଏପରି ଏକ ପ୍ରସଙ୍ଗ ଥିଲା, ଯେଉଁ କାରଣରୁ ଅଯୋଧ୍ୟା ଭୋଟ ଭାଜପା କ୍ୟାମ୍ପକୁ ଯିବ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ଏହାର ବିପରୀତ ଘଟିଥିଲା। ଯେତେବେଳେ ଭାଜପା ମୁଖପାତ୍ର ସୁଦର୍ଶନ ତ୍ରିବେଦୀଙ୍କୁ ଏହି ପରାଜୟ ବିଷୟରେ ପଚରାଯାଇଥିଲା, ସେ କିଛି ଏପରି ଉତ୍ତର ଦେଇଥିଲେ।
ସେ କହିଛନ୍ତି, ଭାବପ୍ରବଣତା ଦୃଷ୍ଟିରୁ ଅଯୋଧ୍ୟାରୁ ହାରିବା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଅଯୋଧ୍ୟାରେ ଘଟିଥିବା ବିକାଶ ପରିମାଣ ଆନୁପାତିକ ଢଙ୍ଗରେ ଅନ୍ୟ କୌଣସି ସହରରେ ହୋଇ ନ ଥିଲା। ବୋଧହୁଏ ଏହି କାରଣରୁ ରାମ ମନ୍ଦିର ନିର୍ମାଣ ପାଇଁ ୫୦୦ ବର୍ଷ ସମୟ ଲାଗିଯାଇଥିଲା।
The post ‘ଅଯୋଧ୍ୟାରେ ପରାଜୟ ଯନ୍ତ୍ରଣାଦାୟକ’ appeared first on Dharitri Odia News.