ଅରୁଣ ବୋଥ୍ରା ହାଜିର ହୋ...
ଲମ୍ବୁଛି କ୍ରାଇମବ୍ରାଞ୍ଚର ଜେରା ତାଲିକା । ୨ ବର୍ଷର କ୍ରାଇମ୍ ଫାଇଲ୍ ର ଫର୍ଦ୍ଦ ଲେଉଟାଉଛି କ୍ରାଇମବ୍ରାଞ୍ଚ । କେମିତି ତଦନ୍ତ କରୁଥିଲେ ଏଡିଜି ଅରୁଣ ବୋଥ୍ରା ? କାହିଁକି ତଦନ୍ତ ପରିସରକୁ ଆସିନଥିଲେ ପ୍ରତ୍ୟକ୍ଷଦର୍ଶୀ ସରୋଜ ସା’ ? ଘଟଣା ଦିନ କ’ଣ ସବୁ ଘଟିଥିଲା ? ଫାୟାରିଂ ପଛରେ ଗୋପାଳ ସହ ଆଉ କିଏ ଥିଲେ କି ?