ଅରୁନ୍ଧତୀ ରାଉରକେଲା ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୩।୫:ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ରାଉରକେଲା ଷ୍ଟୋର ପରିସରରେ ‘ଅରୁନ୍ଧତୀ ରାଉରକେଲା ଷ୍ଟୋର’ର ୨ୟ ବାର୍ଷିକ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଥିଲେ, ଅରୁନ୍ଧତୀ ରାଉରକେଲା ଷ୍ଟୋରର ଏହି ସଫଳ ଯାତ୍ରାରେ ସାମିଲ ସମସ୍ତ ଗ୍ରାହକ ଓ ଶୁଭେଚ୍ଛୁଙ୍କ ଭଲ ପାଇବା ଓ ସେହ୍ନ, ଶ୍ରଦ୍ଧା ଏବଂ ଅରୁନ୍ଧତୀ ଜୁଏଲର୍ସ ଉପରେ ଥିବା ଅତୁଟ ବିଶ୍ୱାସ ପାଇଁ ଅରୁନ୍ଧତୀ ଆଜି ରାଜ୍ୟର […] The post ଅରୁନ୍ଧତୀ ରାଉରକେଲା ଷ୍ଟୋରର ବାର୍ଷିକ ଉତ୍ସବ appeared first on Dharitri Odia News.

ଅରୁନ୍ଧତୀ ରାଉରକେଲା ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୩।୫:ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ରାଉରକେଲା ଷ୍ଟୋର ପରିସରରେ ‘ଅରୁନ୍ଧତୀ ରାଉରକେଲା ଷ୍ଟୋର’ର ୨ୟ ବାର୍ଷିକ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଥିଲେ, ଅରୁନ୍ଧତୀ ରାଉରକେଲା ଷ୍ଟୋରର ଏହି ସଫଳ ଯାତ୍ରାରେ ସାମିଲ ସମସ୍ତ ଗ୍ରାହକ ଓ ଶୁଭେଚ୍ଛୁଙ୍କ ଭଲ ପାଇବା ଓ ସେହ୍ନ, ଶ୍ରଦ୍ଧା ଏବଂ ଅରୁନ୍ଧତୀ ଜୁଏଲର୍ସ ଉପରେ ଥିବା ଅତୁଟ ବିଶ୍ୱାସ ପାଇଁ ଅରୁନ୍ଧତୀ ଆଜି ରାଜ୍ୟର ସର୍ବବୃହତ୍‌ ତଥା ସର୍ବଶ୍ରେଷ୍ଠ ଜୁଏଲେରି ବ୍ରାଣ୍ଡ୍‌ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଉଲ୍ଲେଖଯୋଗ୍ୟ, ଅରୁନ୍ଧତୀ ରାଉରକେଲା ଷ୍ଟୋରର ୨ୟ ବାର୍ଷିକ ଉତ୍ସବକୁ ଚିରସ୍ମରଣୀୟ କରିବା ପାଇଁ ସର୍ବୋତ୍ତମ ଡିଜାଇନର ସମ୍ପୂର୍ଣ୍ଣ ଏଚ୍‌ୟୁଆଇଡି ହଲ୍‌ମାର୍କ ଶୁଦ୍ଧତାପୂର୍ଣ୍ଣ ସୁନାଗହଣା,ହୀରା ଗହଣା ଓ ରୁପା ଗହଣା ସ୍ବତନ୍ତ୍ର ଭାବେ ପ୍ରସ୍ତୁତି କରାଯାଇଥିବାବେଳେ ସୁନା ଗହଣାର ପ୍ରତି ଗ୍ରାମ ଗଢ଼ା ମଜୁରି ପିଛା ଫ୍ଲାଟ୍‌ ୭୯୯ ଟଙ୍କାର ରହିତା ଥିଲାବେଳେ ପ୍ରତ୍ୟେକ କ୍ରୟ ଉପରେ ମାଗଣା ସ୍ବର୍ଣ୍ଣ ଓ ରୌପ୍ୟ ମୁଦ୍ରା ସହ ୩୫ ଜଣ ଗ୍ରାହକ ଲକ୍ଷପତି ହେବାର ସୁଯୋଗ ରହିଛି।

The post ଅରୁନ୍ଧତୀ ରାଉରକେଲା ଷ୍ଟୋରର ବାର୍ଷିକ ଉତ୍ସବ appeared first on Dharitri Odia News.